ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ରେ ବନ୍ୟା ଅଞ୍ଚଳ ବୁଲିଲେ ଭଣ୍ଡାରିପୋଖରୀ ବିଧାୟକ,କମୁଛି ପାଣି କିନ୍ତୁ ଏବେବି ଜଳବନ୍ଦୀ ରେ ଅନେକ ଗ୍ରାମ
Bhadrak Rural, Bhadrak | Jul 27, 2025
ଭଦ୍ରକ ଜିଲ୍ଲା ରେ ବନ୍ୟା ସ୍ଥିତି ରେ ସାମାନ୍ୟ ସୁଧାର ଆସିଛି । ଆଖୁଆପଦା ଆନିକଟ ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା...