Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଲାଙ୍ଗୀର: ଶ୍ରମିକ ଭବନ ପ୍ରାଙ୍ଗଣରେ ବିଶ୍ବକର୍ମା ପୂଜା ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

Balangir, Balangir | Sep 21, 2025
ବଲାଙ୍ଗିର ଶ୍ରମିକ ଭବନ ପ୍ରାଙ୍ଗଣରେ ବିଶ୍ବକର୍ମା ପୂଜା ଉପଲକ୍ଷେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ପୌରଧକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି, ଶ୍ରମିକମାନଙ୍କ ସମସ୍ୟା ଓ ସମାଜରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ଶ୍ରମିକ ନେତା ସମ୍ଭୁ ନାଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ସାଂସ୍କୃତିକ ପ୍ରଦର୍ଶନୀ ଦ୍ୱାରା ପରିବେଶଟି ମନୋରଞ୍ଜକ ହୋଇଥିଲା ବୋଲି ଶମ୍ବୁ ନାଗ ଆଜି ରାତି ୯ଟା ସମୟ ରେ ସୂଚନା ଦେଇଛନ୍ତି

MORE NEWS