ବୀରମହାରାଜପୁର: କୁତମେଣ୍ଡା ଜଙ୍ଗଲରୁ ଗଲିତ୍ ସବ ଉଦ୍ଧାର ଘଟଣା, ଆଜି ହେଲା ସବ ଚିହ୍ନଟ, ମୃତକ ଜଣକ ବିନିକା ଥାନା ଅନ୍ତର୍ଗତ କର୍ତ୍ତଙ୍ଗ ଗ୍ରାମର ଦାମ ବଗର୍ତ୍ତି
କୁତମେଣ୍ଡା ଜଙ୍ଗଲରୁ ଗଲିତ୍ ସବ ଉଦ୍ଧାର ଘଟଣା, ଆଜି ହେଲା ସବ ଚିହ୍ନଟ, ମୃତକ ଜଣକ ବିନିକା ଥାନା ଅନ୍ତର୍ଗତ କର୍ତ୍ତଙ୍ଗ ଗ୍ରାମର ଦାମ ବଗର୍ତ୍ତି ବୋଲି ଜଣାପଡିଛି l ସୂଚନା ଅନୁସାରେ ଗତକାଲି ଅପରାହ୍ନରେ କୁତମେଣ୍ଡା ଜଙ୍ଗଲରୁ ଗଲିଟ ସବ ପୁଲିସ ଉଦ୍ଧାର କରିଥିଲା l ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ହେବାପରେ ଆଜି ସକାଳ 9ଟାରେ ମୃତ ଦାମଙ୍କ ପୁଅ ଉଲୁଣ୍ଡା ଥକକୁ ଆସି ଥିଲେ l ତେବେ ମୃତ ଦମ ପିନ୍ଧି ଥିବା କପଡା ଏବଂ ସବ ଦେଖି ପୁଅ ଚିହ୍ନଟ କରିଥିଲେ l ତାଙ୍କ ପୁଅଙ୍କ କହିବା ଅନୁସାରେ ଗାଟ 10 ତାରିଖ ଦିନ ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେବା ପରେ ଘରୁ ପଳାଇ