କୋରାପୁଟ ସହର...ଆଜି ଏକ ଘଣ୍ଟା ତିରିଶି ମିନିଟ୍ ସମୟରେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ନାମ ଭିବି- ଜୀ ରାମ ଜୀ ପରିବର୍ତ୍ତନ କରିଥିବା ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସ୍ଥାନୀୟ ପ୍ରେସକ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ ନେତୃତ୍ୱରେ ଚିତ୍ରକୋଣ୍ଡା ବିଧାୟକ ତଥା ଏମଜିଏନଆରଜିଏ କୋରାପୁଟ କଂଗ୍ରେସ ଦଳର ପ୍ରଭାରୀ ମଙ୍ଗୁ ଖିଲ, ସାଂସଦଙ୍କ ପ୍ରତିନିଧି