ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି NAC ର ସଭାଗୃହ ଠାରେ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି NAC ର ସଭାଗୃହ ଠାରେ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭତା ବଣ୍ଟନ କାର୍ଯ୍ୟକ୍ରମ ଆଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ NAC ର ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଯୋଗ ଦେଇ ଭତା ବଣ୍ଟନ କରିଥିଲେ । ଏହି ଭତା ବଣ୍ଟନ କାର୍ଯ୍ୟକ୍ରମ ରେ NAC ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।