ବୀରମହାରାଜପୁର କଲ୍ୟାଣ ମଣ୍ଡପ ପରିସରରେ ଆଜି ଅପରାହ୍ନ 3ଟା ସମୟରେ ଆସନ୍ତା 26 ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଯୁବ ବିଜେଡ଼ି ସଭାପତି ନାରାୟଣ ଲୁହାଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ବିଜେଡିର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ l ବୈଠକରେ ଆସନ୍ତା 26 ତାରିଖରେ ସୋନପୁର ଠାରେ ଜିଲ୍ଲା ସ୍ତରୀୟ ପ୍ରତିଷ୍ଠା ଦିବସକୁ କିପରି ସଫଳ କରାଯିବ ଏବଂ ଏହି କାର୍ଯ କ୍ରମରେ ଅଧିକରୁ ଅଧିକ ସଦସ୍ୟ ଯୋଗଦେବେ ଆଲୋଚନା ହୋଇଥିଲା l ଏପରିକି ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ଅଧିକ ଅଧିକ କର୍ମକର୍ତ୍ତା ଯୋଗଦେବା ପାଇଁ ଯୁବ ସଭାପତି ନାରାୟନ ଲୁହା ଆହ୍ବାନ