ବାଲିଗୁଡା ଦଣ୍ଡପଦର ଠାରେ ଦିପାବଳି ଅବସରରେ ଗଞ୍ଜାମ ଅଞ୍ଚଳର ଗୁଲାପଡା ସମ୍ପୁର୍ଣ୍ଣ ମହାଭାରତ ପୈରାଣିକ ନାଟକ ମଞ୍ଚସ୍ତ ହଇଯାଇଛି ଏହି କାଯ୍ୟକ୍ରମ ଟି ଶୁକ୍ରବାର ରାତି 7ଘଣ୍ଟିକା ରେ ଆରମ୍ଭ ହଇଥିବା ବେଳେ 24ଘଣ୍ଟା ଧରି ଏହି ନାଟକ ମଞ୍ଚସ୍ଥ ହେବ ବଲି ସୁଚନା ମିଳିଛି, ମିନାବଜାର ସହ ଯାତ୍ରାର ଢେର୍ ମଜା ଉଠାଉଛନ୍ତି ଯାତ୍ରାପ୍ରେମି ଏବଂ ଦର୍ଶକ, ଏହି କାଯ୍ୟକ୍ରମ ଟି ରେ ମୁଖ୍ୟ ଅତିଥି ଭାବରେ