ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ଉପ-ଜିଲ୍ଲାପାଳ କଳିଙ୍ଗା ଘାଟି ପରିଦର୍ଶନ କରିଥିବା ଜଣାପଡିଛି ।
ଗଂଜାମ ଜିଲ୍ଲା ଭଂଜନଗର ଉପ-ଜିଲ୍ଲାପାଳ କଳିଙ୍ଗା ଘାଟି ପରିଦର୍ଶନ କରିଥିବା ଜଣାପଡିଛି । ଅ।ଜି ସଂଧ୍ୟା 7 ଘଣ୍ଟ ସମୟରେ ଉପ-ଜିଲ୍ଲାପାଳ କିଛି ଅଧିକାରୀଙ୍କୁ ସାଥିରେ ନେଇ ଘାଟି ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ର ତଦାରଖ କରିଥିଲେ । ଏଥିସହ ନିର୍ମ।ଣ କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାରଙ୍କ ସହ ତହସିଲଦାର ନିର୍ମାଣ କାର୍ଯ୍ୟ ଉପରେ ଅ।ଲୋକପାତ କରିଥିବା ଜଣାପଡିଛି ।