ଖଲ୍ଲିକୋଟ୍: ମା" ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତ ମାନେ ଆଉ ଭୋକିଲା ହୋଇ ଫେରିବେନି, ଆଜି ଠାରୁ ଆରମ୍ଭ ହେଲା ଅନ୍ନ ପ୍ରସାଦ
Khalikote, Ganjam | Sep 8, 2025
ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏଣିକି ଭକ୍ତମାନେ ଆଉ ଭୋକିଲା ହୋଇ ଫେରିବେନି। ଏଥିନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା...