ସୁକିନ୍ଦା: ଫୁଲଝର ଅଞ୍ଚଳରେ ବରାହ ଆକ୍ରମଣରେ ଅନେକ ଗୁରୁତର
Sukinda, Jajpur | Oct 22, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲଝର ଅଞ୍ଚଳରେ ବରାହ ଆକ୍ରମଣରେ ଅନେକ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲଝର ଅଞ୍ଚଳରେ ବୁଧବାର ସକାଳ ସମୟରେ ବରାହ ଆକ୍ରମଣରେ ଅନେକ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଟମକା ବନ ବିଭାଗ କର୍ମଚାରୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ବୁଧବାର ଦିବା 10 ଘଟିକା ସମୟରେ ଦେଖିବାକୁ ମିଳିଛି ।