କୋରାପୁଟ ସହର: ଡେଙ୍ଗାଜାନିଗୁଡା ଗାଁ ର ଲୋକଙ୍କ ଅସୁବିଧା ନେଇ କୋରାପୁଟ ପ୍ରେସ କ୍ଲବ ରେ କୋରାପୁଟ ଜିଲ୍ଲା କଂଗ୍ରେସ ତରଫରୁ ସାମ୍ୱାଦିକ ସମ୍ମିଳନୀ।
ନାଲକୋ ଦାମୋନଯୋଡି ଅବହେଳାର ଅଭିଯୋଗ ନେଇ ସାମ୍ବାଦିକ ସମିଳନୀ; ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ ଆଜି ଦିନ ଦୁଇ ଟା ସମୟରେ ଏଲ୍ଏଫ୍/ଏଲ୍ଡିଏଫ୍ କଳ୍ୟାଣ ସଂଘ ଓ ଦେଙ୍ଗାଜଣିଗୁଡା ଗ୍ରାମ କମିଟି ନାଲକୋ ଦାମୋନଯୋଡି ଭୂମିହରା ଓ ପ୍ରଭାବିତ ଗ୍ରାମବାସୀଙ୍କ ଯଥାର୍ଥ ଦାବିଗୁଡିକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, କମ୍ପାନୀ ସଂଘ ଓ ଗ୍ରାମ କମିଟିଙ୍କୁ ପରାମର୍ଶ କରିବା ବିନା ଏକପକ୍ଷୀୟ ନିଷ୍ପତ୍ତି ନେଉଛି। ସଂଘ ଅଭିଯୋଗ କରିଛି ଯେ, ଏଲ୍ଏପି/ଏଲ୍ଡିପି ପରିବାରଗୁଡିକ ପାଇଁ ପ୍ରତିଶ୍ରୁତ ନୂତନ ନିଯୁକ୍ତି ଯୋଜନା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନି ଏବଂ କମ୍