ବଲାଙ୍ଗୀର: ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ସୁଦପଡା ଓଭର ବ୍ରିଜ ନିକଟରେ ଘଟିଛି ଏଭଳି ଘଟଣା
Balangir ... bteaking... ଟ୍ରେନ ରେ କଟି ଯୁବକଙ୍କ ମୃତ୍ୟୁ ବଲାଙ୍ଗୀର ସୁଦପଡା ଓଭର ବ୍ରିଜ ନିକଟରେ ଘଟିଛି ଏଭଳି ଘଟଣା। ମୃତ ଯୁବକଙ୍କ ପକେଟ ରୁ ଗୋଟିଏ ପାନ କାର୍ଡ ମିଳିଛି ଯେଉଁ ଥିରେ ଦେଵଶ୍ରିତ ପ୍ରସାଦ ମହାପାତ୍ର ଲେଖା ଯାଇଛି। ତେବେ ଯୁବକଙ୍କ ପରିଚୟକୁ ନେଇ ଜିଆରପି ପୋଲିସ ତଦନ୍ତ କରୁଛି। ସେପଟେ କାହିଁକି ଓ କେଉଁ କାରଣ ରୁ ଏଭଳି ଘଟଣା ଘଟିଛି ସେନେଇ ତଦନ୍ତ ଜାରି ରହିଛି। ପୋଲିସ ଶବ କୁ ଆଜି ଅପରାହ୍ନ ୪ଟା ସମୟ ରେ ଭୀମ ଭୋଇ ମେଡିକାଲ ର ବ୍ୟବବଛେଦ କେନ୍ଦ୍ର ରେ ଭର୍ତ୍ତି କରି ମୃତକ ଙ୍କ ପରିବାର ଲୋକ ଙ୍କୁ ସମ୍ପର୍କ କରିବା ଚେଷ୍ଟା କରୁଛି ପୋଲିସ