ଫୁଲବାଣୀ ସହର: ଫୁଲବାଣୀ ଟାଉନ୍ ଥାନା ଅଧୂକାରୀ ପି, ସ୍ବରୂପ କିଶାନ ଓ ଏସ ଡି ପି ଓ ଶୁଭ୍ରଜିତ ବିଶ୍ବାଳଙ୍କ ର ବିଛିନ୍ନ ଉଦ୍ୟମ ରେ ମିଳିଲା ଚୋରି ସୁନା
ଫୁଲବାଣୀ ଟାଉନ୍ ଥାନା ଅଧୂକାରୀ ପି, ସ୍ବରୂପ କିଶାନ ଓ ଏସ ଡି ପି ଓ ଶୁଭ୍ରଜିତ ବିଶ୍ବାଳଙ୍କ ର ବିଛିନ୍ନ ଉଦ୍ୟମ, ଆଗ୍ରହ ଓ ଜ୍ଞାନ କୌଶଳ ଯୋଗୁଁ ଗତ ଫେବୃଆରୀ ୮ ତାରିଖରେ ଚୋରୀ ହୋଇଥିବା ସୁନା ଅଳଙ୍କାର ଉଦ୍ଧାର ହୋଇଛି I ଆଉ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରଛି ପୋଲିସ I ତେବେ ହୁଣ୍ଡି ଭାଙ୍ଗି ସେଥ୍ରେ ଥିବା ଟଂକା ମଧ୍ଯ ନେଇ ଯାଇଥିଲେ ଦୁର୍ବୃତ୍ତ I ତେବେ ପୋଲିସ ଜେରା ବେଳେ ହୁଣ୍ଡିରୁ ତିରିଶ ହଜାର ଟଙ୍କା ପାଇଥୁଲୁ ଆଉ ସେସବୁ ଖାଇ ପିଇ ଖର୍ଚ୍ଚ କରିଦେଇଥିବା କହିଥିବା ପୋଲିସ କହିଛି I ଜଗନ୍ନାଥ ମହାପ୍ରଭୁଙ୍କ ସୁନା ଚିତା ମିଳିଅଛି.