ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକର ଲ୍ୟାମ୍ପସ୍ ରେ ପହଞ୍ଚିଲା ସାର, ଚାଷୀ କୂଳ ଆଶ୍ବସ୍ତ, ନନ୍ଦପୁର ଲ୍ୟାମ୍ପସ ସଭାଗୃହରେ ସାର ବିତରଣ ଉପରେ ବିସ୍ତୃତ ବିଚାର
Pottangi, Koraput | Sep 12, 2025
lଆଜି ଅର୍ଥାତ୍ ଶୁକ୍ରବାର ବିଭିନ୍ନ ପଞ୍ଚାୟତ ଓ ସମିତି ଅଧୀନସ୍ଥ ପାଡୁଆ ଓ ନନ୍ଦପୁର ଲ୍ୟାମ୍ପ ସ୍ ଗୁଡିକରେ ସରକାରୀ ସାର ଟ୍ରକ୍ ପହଞ୍ଚିବାରୁ...