ଟିଟିଲାଗଡ: ଲୁଥୁର ବନ୍ଧ ଗ୍ରାମ ଦେଇ ବଡ ଗାଡ଼ି ଯିବା ଆସିବା ଯୋଗୁଁ ଗ୍ରାମବାସୀ ହେଉଛନ୍ତି ଅସୁବିଧାର ସମ୍ମୁଖୀନ - ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଗତ କିଛି ଦିନ ତଳେ ରାୟପୁରରୁ କଳାହାଣ୍ଡି ଦେଇ ଯିବା ଆସିବା କରୁଥିବା ରାସ୍ତାର ଗୋଟିଏ ବ୍ରିଜ ଦବି ଯିବାରୁ ସେହି ରାସ୍ତା ଦେଇ ଯିବା ଆସିବା ବନ୍ଦ କରିଛି ପ୍ରଶାସନ। ତେବେ ଯେହେତୁ ସେହଦିନଠାରୁ ରାସ୍ତା ବନ୍ଦ କରାଯାଇଛି ସୁରକ୍ଷା ଦୃଷ୍ଟିରୁ, ସେଥିପାଇଁ ରାୟପୁର ଯିବାକୁ ହେଲେ କେଶିଙ୍ଗା ହୋଇ ଲୁଥୁର ବନ୍ଧ ଦେଇ ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ହୋଇ ରାୟପୁର ଅଭିମୁଖେ ସବୁ ବଡ ଗାଡ଼ି ଯାଉଚି, ଯଦ୍ୱାରା ଦ୍ୱିପହର ଓ ରାତ୍ରୀ ସମୟରେ ଗ୍ରାମବାସୀ ଅଯଥା ଭିଡ଼ ତଥା ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଆଜି ରାତି ୧୦.୧୫ ମିନିଟ ସମୟରେ ପ୍ରବଳ ଗାଡ଼ି ଯିବା ଆସିବା ଯୋଗୁଁ ଲୁଥୁରବନ୍ଧ ଗ୍ରାମରେ