Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଧର୍ମଗଡ: ଗଡିଆଜୋର ନିକଟରେ ବାଇକ ଆରୁ ଖସି ଯୁବକ ଗୁରୁତର

Dharamgarh, Kalahandi | Oct 23, 2025
ଧର୍ମଗଡ ଥାନା ଗଡିଆଜୋର ନିକଟରେ ବାଇକ ରୁ ଖସି ଜଣେ ଯୁବକ ଗୁରୁତର ହୋଇଥିଲେ । ଗୁରୁତର ଯୁବକ ଜଣକ ହେଲେ ବରକାନୀ ଗାଁ ର ଜିତେନ ଯାଦବ। ସେ ବାଇକ ଯୋଗେ ଗଡିଆଜୋର ରାସ୍ତା ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲେ। ତାଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରାଯାଇଥିଲା।

MORE NEWS