ଢେଙ୍କାନାଳ ସଦର: ତାଳବରକୋଟ ଗ୍ରାମରେ କଲ୍ୟାଣୀ ଷ୍ଟିଲ ପ୍ଲାଣ୍ଟକୁ ପ୍ରବଳ ବିରୋଧ, ମରିବୁ ପଛେ କମ୍ପାନୀ କରାଇଦେବୁନାହିଁ ରଖିଲେ ପ୍ରତିକ୍ରିୟା
Dhenkanal Sadar, Dhenkanal | Sep 3, 2025
ଢ଼େଙ୍କାନାଳ ସଦର ବ୍ଲକ ଗଜମରା ଅଞ୍ଚଳରେ ହେବାକୁ ଥିବା କଲ୍ୟାଣୀ ଷ୍ଟିଲ ପ୍ଲାଣ୍ଟକୁ ତାଳବରକୋଟ ଗ୍ରାମରେ ପ୍ରବଳ ବିରୋଧ। କମ୍ପାନୀ ଯୋଗୁଁ କଣ...