ବାଲିଗୁଡା: ବଡଗାଁ ଠାରେ ଅଶ୍ୱିଳ ଭାଷାରେ ଗାଳିଗୀଲଜ ନେଇ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି ଅମିର ଦିଗାଲ,
ବଡଗାଁ ଠାରେ ଅଶ୍ୱିଳ ଭାଷାରେ ଗାଳିଗୀଲଜ ନେଇ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି ଅମିର ଦିଗାଲ, ଗୁରବାର ଅପରାହ୍ନ 4ଘଣ୍ଟିକା ସମୟରେ ତାଙ୍କ ଅଭିଯୋଗ ଅନୁସାରେ ସେହି ବଡଗାଁର କୣଷିପ ଦିଗାଲ ଙ୍କ ନାମରେ ଅଭିଯୋଗ କରିଛନ୍ତି କେବଳ ଗାଳି ଗୁଲଜ ନାହିଁ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି, ତେବେ ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି,