ନର୍ଲା: ନର୍ଲା ଠାରେ ଶାରଦୀୟ ଦୁର୍ଗାପୂଜା ପାଇ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ରବିବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରୁ ରାତ୍ର ଆଠ ଘଣ୍ଟା ମଧ୍ୟରେ ନର୍ଲା ଠାରେ ଶାରଦୀୟ ଦୁର୍ଗାପୂଜା ପାଇ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ହାତରେ କଳସ ଯାତ୍ରା ରେ ବହାରି ପୋଖରୀ ପୂଜାପାଠ କରିଥିଲେ ଓ ପାଣି ଆଣି ମଣ୍ଡପରେ ପହଞ୍ଚି ଥିଲେ