ଜଗତସିଂହପୁର: ଘୋଡାନ୍ସ ଗ୍ରାମରେ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି
Jagatsinghapur, Jagatsinghpur | Aug 19, 2025
କଳା ପଲସର ଆଣି ଦିନ ଦିପହରେ ରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଗଲେ ଦୁର୍ବୁତ୍ତ, ପୋଲିସ ର ଛାନବିନ ଜାରି l ଏପରି ଘଟଣା ଆଜି ଦେଖିବାକୁ...