ଉମରକୋଟ: ଜଗତ ଜନନୀ ମାଁ ଦୁର୍ଗା ଙ୍କ ମୃଣ୍ମୟୀ ପୂଜା ରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ସିନ୍ଦୁର ଖେଳ ଏକ ଅନନ୍ୟ ପୂଜା ଅନୁଷ୍ଠାନ।
ଜଗତ ଜନନୀ ମାଁ ଦୁର୍ଗା ଙ୍କ ମୃଣ୍ମୟୀ ପୂଜା ରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ସିନ୍ଦୁର ଖେଳା ଏକ ଅନନ୍ୟ ପୂଜା ଅନୁଷ୍ଠାନ। ମାଁ ଦୁର୍ଗା ଙ୍କୁ ନିଜ କନ୍ୟା ରୂପରେ କଳ୍ପନା କରି ପ୍ରତ୍ୟେକ ବଙ୍ଗୀୟ ମହିଳା ମେଲାଣି ଦିଅନ୍ତି ଏହି ସିନ୍ଦୁର ଖେଳା ଜରିଆରେ। କନ୍ୟାକୁ ଶାଶୁ ଘରକୁ ପଠାଇବାର ଖୁସି ଓ ଦୁଃଖ ଉଭୟ ଭାବାବେଗ ର ମିଶ୍ରଣ ଥାଏ ମା ଦୁର୍ଗା ଙ୍କୁ ବିଦାୟ ଦେବା ବେଳେ। ନବରଙ୍ଗପୁର ଜିଲ୍ଲା ଉମରକୋଟ, ରାଇଘର ଓ ଝରୀଗାଁ ବ୍ଲକ ରେ ଥିବା ବଙ୍ଗୀୟ ଗ୍ରାମ ଗୁଡିକ ରେ ନବାଡିନାତ୍ମକ ଦୁର୍ଗା ପୂଜା ପରେ ଦଶହରା ଦିନ ଏହି ସିଦୁର ଖେଳା ଆନନ୍ଦ ଉଲ୍ଲାସରେ ମହା ସମାରୋହ ରେ ଅନୁଷ୍ଠିତ ହୁଏ। । ବଙ