ଜାମଟାଲ ଏକଳ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ସମ୍ବଲପୁର ଅଞ୍ଚଳ ଯୁଯୋମୁରା ସଞ୍ଚର ଜାମଟାଲ ଏକଲ ବିଦ୍ଯାଳୟ ଠାରେ ବୁଧବାର ସକାଳେ ଗ୍ରାମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଗ୍ରାମ ବାର୍ଷିକରେ ସକାଳୁ ପ୍ରଭାତ ଫେରୀ ହୋଇଥିଲା ।ପ୍ରୋତ୍ଯେକ ପରିବାର ଅଗଣାରେ ପୂର୍ଣ୍ଣ କଳସି ସ୍ଥାପନ ହୋଇଥିଲା ଝୋଟି , ସ୍ତତିକ ଚିନ୍ହ ଓ ଗୌରିକ ଧୌଜା ସବୁ ପରିବାର ରେ ଲାଗାଯାଇଥିଲା । ଏହି ଅବସରରେ ଏକ ସଭାରେ ପ୍ରଶିକ୍ଷଣ ପ୍ରମୂଖ ଜୀର୍ବରଧନ ସାହୁ ମୁଖ୍ୟବକ୍ତା ଯୋଗଦେଇ ଥିବା ବେଳେ , ଆଚାର୍ଯ୍ଯା ରଜନୀ ନାଏକ ଗ୍ରାମ ପ୍ରମୂଖ ଶ୍ରୀମତୀ ଝାଙ୍କର ,ଅଭିଯାନ ଯୋଜନା ପ୍ରମୂଖ ପ୍ରଦୀପ ସ୍ବା