ଜି ଉଦୟଗିରି: ଓଡିଶା ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ସଙ୍ଘ ସାଙ୍ଗଠନିକ ବୈଠକ, ନୂତନ କର୍ମକର୍ତ୍ତା ଚୟନ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ
G Udayagiri, Kandhamal | Sep 14, 2025
ଓଡିଶା ଆଉଟସୋର୍ସିଙ୍ଗ ପୌର କର୍ମଚାରୀ ସଙ୍ଘ ସାଙ୍ଗଠନିକ ବୈଠକ.ଜିଲ୍ଲା କମିଟି ର ନୂତନ କର୍ମକର୍ତ୍ତା ଚୟନ.ଡେଲି ୱେଜେସ କର୍ମଚାରୀ ଙ୍କୁ...