୬୯ ତମ ଜାତୀୟ ସ୍କୁଲ ହକି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ରାଞ୍ଚି ଗଲେ ସହିଦ୍ ମାଧୋ ସିଂ ହକି ଏକାଡେମର ୬ ଖେଳାଳି । ଝାଡ଼ଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍କୁଲ ହକି ଚାମ୍ପିଅନସିପ ୨୦୨୬ ଏକାଡେମୀ ଏବଂ ବାମରାର ଛଅ ଜଣ ହକି ଖେଳାଳି ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଆଜି ଶୁକ୍ରବାର ସଂଧ୍ୟାରେ ସମ୍ବଲପୁରର ସର୍କିଟ ହାଉସରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନୀ ସେମାନଙ୍କୁ ପୂର୍ଣ୍ଣ ହକି କିଟ୍ ସହିତ ସମ୍ମାନିତ କରିଛନ୍ତି।