ବୀରମହାରାଜପୁର: ବିନିକା ବ୍ଲକ ସଭାଗୃହରେ ଗୋଷ୍ଠୀ ଜଳ ପରିଚାଳନା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ
Biramaharajpur, Subarnapur (Sonepur) | Aug 26, 2025
ବିନିକା ବ୍ଲକ ସଭଗୃହରେ ଆଜି ଗୋଷ୍ଠୀ ଜଳ ପରିଚାଳନା ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଗ୍ରାମ ପଞ୍ଚାୟତ ଉନ୍ନୟନ...