ଆଠମଲ୍ଲିକ: କାର୍ଯ୍ୟାଳୟ ରୁ ବ୍ୟାଟେରୀ ଚୋରି ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଜାମୁନାଳୀ ଠାରେ ଥିବା ବନ ବିଭାଗ କାର୍ଯାଳୟ ରୁ
ଇନଭେଟର, ଓ ବ୍ୟାଟେରୀ ଚୋରି ହୋଇ ଯାଇଥିବା ସୋମବାର ଦିନ ହଣ୍ଡପା ଥାନା ରେ ଅଭିଯୋଗ ହୋଇଛି l ଏ ନେଇ ବନ ରଖି ତପସ୍ୱନୀ ସାହୁ ଅଭିଯୋଗ କରିଥିବା ବେଳେ ପୋଲିସ ନମ୍ବର 367/25 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ ଉକ୍ତ କାର୍ଯା ଳୟ ରେ କେହି ନଥିବା ର ସୁଯୋଗ ନେଇ କିଛି ଦୃବୁତ୍ତ ମାନେ ତାଲା ଭାଙ୍ଗି ଚୋରି କରି ନେଇ ଯାଇଛନ୍ତି l ପୋଲିସ ତଦନ୍ତ ଚଳାଥିବା ଜଣା ପଡିଛି l ଏ ନେଇ ମଙ୍ଗଳ ବାର ଦିନ ହଣ୍ଡପା ପୋଲିସ ଅପରାହ୍ନ 4 ଟା ରେ ସୂଚନା