ପିପିଲି: ଦାଦାବଟିକୁ କେନ୍ଦ୍ର କରି ପାଞ୍ଚ ବାଟିଆ ଗ୍ରାମରେ ଗଣେଶ ମୂର୍ତ୍ତି ଭାଙ୍ଗିବା ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Pipili, Puri | Aug 26, 2025
ଦାଦାବଟିକୁ କେନ୍ଦ୍ରକରି ଡେଲାଙ୍ଗ ଥାନା ପାଞ୍ଚ ବାଟିଆ ଗ୍ରାମରେ ଗଣେଶ ମୂର୍ତ୍ତି ଭାଙ୍ଗିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି...