ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ପାଖରେ ଉଠା ଦୋକାନୀ ମାନଙ୍କ ନାହିଁ ନଥିବା ଅସୁବିଧା,, ଦୁଃଖ ପ୍ରକାଶ କଲେ ଉଠା ଦୋକାନୀ
Puri M, Puri | Sep 7, 2025
ବଡ ଦାଣ୍ଡରେ ଉଠା ଦୋକାନୀ କେବେ ମିଳିବ ନ୍ୟାୟ l କେଉଁଠି ମୁନିସିପାଲିଟି କର୍ମଚାରୀ ମାନେ ତାଙ୍କୁ ଉଠେଇ ଦେଉଛନ୍ତି ତ କେଉଁଠି ଦୋକାନ କଲେ ପାଟି...