ରାଇରଙ୍ଗପୁର ସହର: ରାଇରଙ୍ଗପୁର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରରୁ ୧୦୮ ଲିଟର ଦେଶୀ ମଦ ଜବତ, ୫ଜଣ ଗିରଫ
ବେଆଇନ ଦେଶୀ ମଦ କାରବାର ରୋକିବାରେ ରାଇରଙ୍ଗପୁର ଅବକାରୀ ବିଭାଗକୁ ସଫଳତା ମିଳିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦୮ଲିଟର ଦେଶୀ ମଦ ଜବତ କରାଯାଇଛି। ଏହା ସହିତ ୫ଜଣକୁ ଗିରଫ କରିଛନ୍ତି।