ଗତକାଲି ଅର୍ଥାତ ସୋମବାର ଦିନ ଝାରପୋଖରୀଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳର ପୋଖରୀରେ ବିଶୋଇ ଅଞ୍ଚଳର ୪୨ବର୍ଷୀୟା ଗୁଲେଶ ଗୋଚ୍ଛାୟତଙ୍କ ମୃତ ଦେହ ସହିତ କାର ଉଦ୍ଧାର ଘଟଣା। ଏନେଇ ଆଜି ଅର୍ଥାତ ମଙ୍ଗଳବାର ଦିନ ପ୍ରାୟ ୨ ଟାରେ ବାରିପଦା ସ୍ଥିତ ଅଫିସ୍ ରେ ପ୍ରତିକ୍ରିୟା ଦେଇଛନ୍ତି ଅତିରିକ୍ତ ଏସପି ଦୀପକ କୁମାର ଗୋଚ୍ଛାୟତ।