କୋରାପୁଟ ସହର: କୋରାପୁଟ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପରବ ର ଚତୁର୍ଥ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।
କୋରାପୁଟ... ଆଜି ପାଞ୍ଚ ଟା ସମୟ ରେ କୋରାପୁଟ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଜାତିୟ ଆଦିବାସୀ ମୋହସ୍ରବ ପରବ..2025 ର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତାଙ୍କ ସହ ଅନ୍ୟତମ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ମସ୍ତ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ କୋରାପୁଟ ନବରଙ୍ଗପୁର ସାସାଦ ଏବଂ କୋରାପୁଟ ଜିଲ୍ଲାର ସବୁ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ କୋରାପୁଟ ବାସି ଙ୍କୁ କିଛି ଭେଟି ଦେବାର ସୂଚନା ରହିଛି। ଆଜି କୋରାପୁଟ ରାତ୍ରୀ ଯାପନ ପରେ ଆସନ୍ତାକାଲି କୋଟିଆ ଯିବାର କାର୍ଯକ୍ରମ ରହିଚି।