ବାରିପଦା ମ୍ୟୁନିସିପାଲଟି: ବଡ଼ ବ୍ରାହ୍ମଣମରା ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ଵର୍ଣ୍ଣିମ ଭାରତ ଗଠନରେ ଯୁବ ପିଢ଼ିର ଭୂମିକା କର୍ମଶାଳା ଅନୁଷ୍ଠିତ
Baripada M, Mayurbhanj | Aug 18, 2025
ବାରିପଦାର ବଡ଼ ବ୍ରାହ୍ମଣମରା ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ 'ସ୍ଵର୍ଣ୍ଣିମ ଭାରତ ଗଠନରେ ଯୁବପିଢ଼ିର ଭୂମିକା' ଉପରେ କର୍ମଶାଳା ସୋମବାର...