ବଲାଙ୍ଗୀର: ଯୋଗେଶ୍ୱର ଶୈବପୀଠରୁ ପୁରାତନ ମୂର୍ତ୍ତି ଚୋରୀ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନ ଯିବି ତଥା ବିଜେଡ଼ି ବରିଷ୍ଠ ସଦସ୍ୟ ପାଣ୍ଡବ କୁମ୍ଭାର
Balangir, Balangir | Sep 6, 2025
ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗିସର୍ଡ ସ୍ଥିତ ପ୍ରାଚୀନ ଯୋଗେଶ୍ୱର ଶୈବପୀଠରୁ ଗୁରୁବାର ରାତିରେ ଚୋରୀ ଘଟିଛି । ଚୋରମାନେ ମନ୍ଦିରର ତାଲା ଭାଙ୍ଗି...