ଗୋପାଳପୁର: ନିମଖଣ୍ଡି ଥାନା ଶ୍ରୀ ମା' ନଗରରେ ମା’ ଓ ଝିଅକୁ ଖଣ୍ଡାରେ ହାଣିଲା ଦୁର୍ବୃତ୍ତ, ମାଆ ମୃତ ଓ ଝିଅ ଗୁରୁତର
Gopalpur, Ganjam | Aug 11, 2025
ମା ଝିଅ କୁ ଖଣ୍ଡାରେ ହାଣିଲା ଦୁବୃର୍ତ୍ତ। ମା ର ଗଳା କାଟି ହତ୍ଯା କରିଛି ଦୁବୃର୍ତ୍ତ। ସେପଟେ ଏହି ଘଟଣାରେ ୧୧ ବର୍ଷର ଝିଅ ଗୁରୁତର ଅବସ୍ଥାରେ...