ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜୁନଡେରା ଠାରେ ବେଆଇନ ଭାବରେ ମଦ ପ୍ରସ୍ତୁତ ପାଇଁ ମହୁଲ ପୋଚ ରଖିଥିବା ସମୟରେ ମାଡି ବସିଲା ପୋଲିସ ଏବଂ ମହୁଲ ପୋଚ କୁ ନଷ୍ଟ କଲା ରେଙ୍ଗାଲି ଥାନା ପୋଲିସ। ତେବେ ଏହାକୁ ନେଇ ରେଙ୍ଗାଲୀ ଥାନା ପୋଲିସ ପକ୍ଷରୁ ଜଙ୍ଗଲରେ ବେଆଇନ ଦେଶି ମଦ ତିଆରି ହେଉଥିବା ସନ୍ଦେହ କରି ଚଡାଉ କରାଯାଇଥିବା ବେଳେ ପ୍ରାୟ ଏକ କ୍ୟୁଣ୍ଟାନ ମହୁଲ ପୋଚ କୁ ନଷ୍ଟ କରାଯାଇଛି। ଅନେକ ସମୟରେ ବେଆଇନ ଭାବରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ ସନ୍ଦେହ କରି ରେଙ୍ଗାଲି ଥାନା ପୋଲିସ ତରଫରୁ ଏହି ଚଡାଉ କରାଯାଇଥିଲା ଏବଂ ପ୍ରାୟ ଏକ କ୍ୱିଣ୍ଟାଲ ମହୁଲ ପୋଚ କୁ ପୋଲିସ ପକ୍ଷରୁ