ସୋନପୁର: ନାବାଳକକୁ ପୁରୀରୁ ସୁରକ୍ଷିତ ଭାବେ ଉଦ୍ଧାର କଲା ପୋଲିସ ନିଜ ସମ୍ବିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ଏସପିଙ୍କ ସୂଚନା।
Sonapur, Subarnapur (Sonepur) | Sep 9, 2025
ସୁବର୍ଣ୍ଣପୁର ସହରରୁ ଅପହରଣ ହୋଇଥିବା ନାବାଳକକୁ ପୁରୀରୁ ସୁରକ୍ଷିତ ଭାବେ ଉଦ୍ଧାର କଲା ସୋନପୁର ପୋଲିସ । ପୋଲିସକୁ ଧନ୍ୟବାଦ୍ ଦେଲେ ପରିବାର ଲୋକ...