ଓରିଏଣ୍ଟ: ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୁଆଲାପଡ଼ା ଠାରେ ଏକ ଟାଟା ଏସ ଗାଡ଼ିରେ ଯାଉଥିବା ବେଳେ କରେଣ୍ଟ ଲାଗି ଜଣେ ଡ୍ରାଇଭର ଙ୍କ ମୃତ୍ୟୁ
Orient, Jharsuguda | Aug 25, 2025
ବିଦ୍ୟୁତ ଆଘାତରେ ଜଣେ ଡ୍ରାଇଭର ଙ୍କ ମୃତ୍ୟୁl ସୂଚନା ଅନୁଯାୟୀ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୁଆଲାପଡ଼ା ଠାରେ ଏକ ଟାଟା ଏସ ଗାଡ଼ିରେ ଯାଉଥିବା...