Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଖଲ୍ଲିକୋଟ୍: କଇଠଡ଼ା ଗ୍ରାମରେ ବାଣ ବିସ୍ପୋରଣ ରେ ଯୁବକଙ୍କ ମୃତ୍ୟୁ ଘଟଣା; ଥାନାରେ ମାମଲା ରୁଜୁ, ଶବ ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ

Khalikote, Ganjam | Oct 20, 2025
କଇଠଡ଼ା ଗ୍ରାମରେ ବଡ଼ ଅଘଟଣ । ଦୀପାବଳୀ ପାଇଁ ବାଣ ଭିଡୁ ଥିବା ବେଳେ ପ୍ରଚଣ୍ଡ ବିସ୍ପୋରଣ ଘଟି ଉଡିଗଲା ଘରର ଟିଣ, ଭୁଶୁଡ଼ି ଗଲା କାନ୍ଥ, ଛିଣ୍ଡି ଗଲା ଯୁବକଙ୍କ ହାତ ଓ ଗୋଡ । ମେଡ଼ିକାଲ ନେବା ବାଟରେ ଯୁବକଙ୍କ ଘଟିଛି ମୃତ୍ୟୁ । ମୃତ ଯୁବକ ଜଣଙ୍କ କଇଠଡ଼ା ଗ୍ରାମର ପିଣ୍ଟୁ ପଲେଇ । ଗତକାଲି ବିଳମ୍ବିତ ରାତିରେ ପିଣ୍ଟୁ ବାଣ ଭିଡୁଥିବା ବେଳେ ଘଟିଥିଲା ଏହି ଭୟଙ୍କର ବିସ୍ପୋରଣ । ଏ ସମ୍ପର୍କରେ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଖଲ୍ଲିକୋଟ ଥାନା ରେ ଅଭିଯୋଗ ହୋଇଥିଲା । ଖଲ୍ଲିକୋଟ ଥାନା କେସ ନମ୍ବର ୮୬୩/୨୦୨୫ ଅନୁଯାୟୀ ପୋଲିସ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଛନ୍ତି ।

MORE NEWS