ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନୀରବ,ଶହ ଶହ ବାଲି ହାୱା ଦିନ ଦ୍ବିପହର ରେ ତହସିଲ ଓ ଥାନା କାର୍ଯ୍ୟଳୟ ଦେଇ ବେଧଡ଼କ ଚାଲାଣ ହେଉଛି,ଖଣି ମନ୍ତ୍ରୀ ବାଲି ଚୋରା ଚାଲାଣ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରୁଥିବା ବେଳେ ଏଠି କିନ୍ତୁ ପ୍ରଶାସନ ନିରବ,ଅନ୍ୟପଟେ ବଡ଼ ବଡ଼ ବାଲି ହାୱା ଗାଡ଼ି ନକଲି ୱାଇ ଫାର୍ମ ରେ ଯାଉଥିବା ବେଳେ ଟ୍ରାକ୍ଟର ଗାଡି କୁ ଧରି ସବାସୀ ନେଉଛି ପ୍ରଶସନ।