ଛତ୍ରପୁର: ଗଣେଶ ଭସାଣି ବେଳେ ଭୁସୁଣ୍ଡା ଗ୍ରାମରେ ଡିଜେ ଲଢେ଼ଇ ଘଟଣା,କାର୍ଯ୍ଯାନୁଷ୍ଠାନ ନେବାକୁ ଗଞ୍ଜାମ ଏସପିଙ୍କୁ ସୁପାରିଶ କଲା ଡିଜି ଅଫିସ
Chhatrapur, Ganjam | Sep 14, 2025
ପୁଣି ଡିଜେ ଡିଜେ ଲଢେ଼ଇ । ଗଣେଶ ଭସାଣି ସମୟରେ ଦୁଇ ଡିଜେ ଗାଡ଼ି ଉଭୟେ ଉଭୟକୁ ଧକ୍କା ଦବା ସହ ନିଜ ନିଜ ଭିତରେ କମ୍ପିଟସନ୍ କରିଥିଲେ l ଯାହାର...