ହିଞ୍ଜିଳି: ହିଞ୍ଜିଳୀକାଟୁ ଥାନା ଋଷିକୂଲ୍ୟା ନଦୀରେ ବୁଡି ୫୦ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ।ମୃତ ବୃଦ୍ଧା ଜଣକ କାଞ୍ଜିଆମା ଗ୍ରାମର ଗୁଲୁ ଦଳାଇ ବୋଲି।
Hinjili, Ganjam | Jul 24, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ଥାନା ଅନ୍ତର୍ଗତ ଋଷିକୂଲ୍ୟା ନଦୀରେ ବୁଡି ୫୦ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ।ମୃତ ବୃଦ୍ଧା ଜଣକ ତହଁର ପଞ୍ଚାୟତ...