ଆସନ୍ତା କାଲି ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପିପିଲି ଅଞ୍ଚଳର ବିଭିନ୍ନ ସ୍ଥାନ ଯଥା ଏନ ଏସିର ୫, ୬,୯ ଓ ୧୨ନମ୍ବର ୱାର୍ଡ ଶହ ବ୍ଲକ୍ ଥାନା ଓ ଡେଲ୍ଟା ଛକ ଓ ଏହାର ଆଖ ପାଖ ଅଞ୍ଚଳରେ ବିଦ୍ୟୁତ୍ କାଟ କରାଯିବା ନେଇ ଆଜି ମଧ୍ୟାହ୍ନ 12ଟାରେ ଟାଟା ପାୱାର ପକ୍ଷରୁ ଉପଭୋକ୍ତା ମାନଙ୍କ ନିମନ୍ତେ ସୂଚନା ଦିଆଯାଇଛି।