ଆଠମଲ୍ଲିକ: ବିଲେଇନାଳୀ ରେ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ବିଡ଼ିଓ
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ସଭା ଗୃହ
ପରିସରରେ ସୋମବାର ଦିନ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ଶୁଣାଣି ସକାଳ 10 ଟା ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ରେ ସମାପ୍ତ ହୋଇ ଥିଲା lଏଥିରେ ବିଡ଼ିଓ ସୁବ୍ରତ ବେହେରା ଯୋଗ ଦେଇ 30 ଟି ଅଭିଯୋଗ କୁ ଶୁଣାଣୀ କରି କିପରି ଶୀଘ୍ର ସମାଧାନ ହେବ ସେ ନେଇ ବିଭାଗୀୟ ଅଧିକାରୀ ମାନ ଙ୍କୁ ନିର୍ଦେଶ ଦେଇଥିଲେ l ଏଥିସହ ଲୋକ ମାନେ କିପରି ସମସ୍ତ ସରକାରୀ ସୁବିଧା ପାଇବେ ସେ ନେଇ ସମୀକ୍ଷା କରିବା ପାଇ ବିଭା