ଛେଣ୍ଡିପଦା: ଛେଣ୍ଡିପଦା କରଡ଼ାବାହାଳି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ରକ୍ତମାଉଲିଙ୍କ ବାର୍ଷିକ ଯାତ୍ରା ହୋଇଛି | ଅଧିଷ୍ଠାତ୍ରୀ ଦେବୀ ମାଙ୍କ ନିକଟରେ ମାନସିକ ଧରି ମାନସିକ କରିଥିଲେ | ମା ଙ୍କୁ ପୀଠରେ ଘାଣ୍ଟ ହୁଳହୁଳି ଶବ୍ଦରେ ସହ ପୂଜାର୍ଚନା କରିଥିଲେ | ମାନସିକ ଧରିଙ୍କୁ ମନ୍ଦିରର ପୂଜଜଙ୍କ ଦେହରେ ମା ଆବ୍ରିଭାବ ପରେ ମାନସିକ ଧରିଙ୍କ ପାଖକୁ ଯାଇ ଆଶ୍ରିର୍ବାଦ ଦେବ ସହ ତାଙ୍କୁ ମାନସିକ ସ୍ଥାନରୁ ଉଠେଇଥିଲେ |