ଜୟପୁର: ପଖନାଗୁଡା ରେ କୃଷକ କଲ୍ୟାଣ ମଞ୍ଚ କୋରାପୁଟ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଚାଷି ସମସ୍ୟା ଉପରେ ଦେଲେ ପ୍ରତିକ୍ରିୟା
Jeypore, Koraput | Sep 9, 2025
କୃଷକ କଲ୍ୟାଣ ମଞ୍ଚ କୋରାପୁଟର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ପଖନାଗୁଡା ଠାରେ ଚାଷି ସମସ୍ୟା ଉପରେ ଉଦବେଗ ପ୍ରକାଶ କରିଛନ୍ତି...