ରେଢାଖୋଲ: ଭୀମଭୋଇ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟା , ରୁକୁ ସୁନାଙ୍କ ଗୀତ ରେ ଝୁମିଲେ ଦର୍ଶକ , ରଣପା ନୃତ୍ୟ ଓ ପରଭା ନୃତ୍ୟ ମନ ମୋହିନେଲା
ଭୀମଭୋଇ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟା , ରୁକୁ ସୁନାଙ୍କ ଗୀତ ରେ ଝୁମିଲେ ଦର୍ଶକ , ରଣପା ନୃତ୍ୟ ଓ ପରଭା ନୃତ୍ୟ ମନ ମୋହିନେଲା ପ୍ରଥମ ଥର ପାଇଁ ଆୟୋଜିତ ଭୀମ ଭୋଇ ଲୋକ ମହୋତ୍ସବ ପାଇଁ ରେଢାଖୋଇ ହୋଇ ଉଠିଛି ଉତ୍ସବମୁଖର ସଞ୍ଜ ହେଲେ ଲୋକାରଣ୍ୟ ହୋଇ ଯାଉଛି କଦମ୍ବ ପଡିଆ ଢୋଲ ନିଶାଣ ଓ ପାରମ୍ପରିକ ଲୋକନୃତ୍ୟ ଲୋକଗୀତ ରେ ଦୁଲୁକୁଛି ଭୀମ ଭୋଇ କଳାମଣ୍ଡପ ଆଜି ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟା ରେ ଯଥା ବିଧା ମଞ୍ଚ ପୂଜା ଓ ଅତିଥ୍ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ଆଜିର କାର୍ଯକ୍ରମ ଆରମ୍ଭ ହୋଇଥିଲା | ଏହି ଅବସର ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ