ମା ଦଣ୍ଡକାଳୀ ଗଞ୍ଜାମ ଜିଲ୍ଲା ଢୋଲିଆ ମହାସଂଘ ଗଞ୍ଜାମ ଜିଲ୍ଲାର ଶତାଧିକ ଢୋଲିଆ ମାନଙ୍କୁ ଏକତ୍ରୀତ କରି ରବିବାର ମଧ୍ୟାହ୍ନରେ ପାଳନ କରିଛନ୍ତି ସଂଘର ଦ୍ଵିତୀୟ ବାର୍ଷିକ ଉତ୍ସବ । ବ୍ରହ୍ମପୁର କବିସୂର୍ଯ୍ୟ ରଂଗମଞ୍ଚରେ ମହାସଂଘର ସଭାପତି ଲୋକନାଥ ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇଥିଲେ।