ଆଜି ଅପରାହ୍ନ ୪ଟା ସମୟ ରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ଅନ୍ତର୍ଗତ କେରମେଲି , ବରର୍ଗାଁ ଏବଂ ବୈଦେଇପାଲି ଗ୍ରାମପଞ୍ଚାୟତ ରେ ବିଜୁ ଜନତା ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଯାଇଛି ଜନସମ୍ପର୍କ ପଦଯାତ୍ରା ଅଭିଯାନ ୨୦୨୫ । ଏଥିରେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ_କଳିକେଶ_ନାରାୟଣ_ସିଂଦେଓ ଙ୍କ ଅନୁରୋଧ ରକ୍ଷା କରି ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା_ବାଗଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରଯାଇଅଛି ଏଥିରେ ବରିଷ୍ଟ ବିଜେଡି ନେତା ଟିମା ମହାନ୍ତି, ଗୋଲପ ବାଗ, ପ୍ରଦ୍ୟୁମ୍ନ ହୋତା ଙ୍କ ସମେତ ଶତା