ଲକ୍ଷ୍ମୀପୁର: କାଳିଆ ଝୋଲା ଗ୍ରାମର ବ୍ରିଜ ସମସ୍ୟାକୁ ନେଇ ଲକ୍ଷ୍ମୀପୁର ଠାରେ ପ୍ରତିକ୍ରିୟା ଦେଲେ ସ୍ଥାନୀୟ ବିଧାୟକ ପବିତ୍ର ସାଉନ୍ତା
ପୋଲ ସମସ୍ୟା ରହିଥିବା ନେଇ ବିଧାୟକ କହିଛନ୍ତି ଲକ୍ଷ୍ମୀପୁର ବ୍ଲକ ତୁନପାର ପଞ୍ଚାୟତର କାଳିଆ ଝୋଲା ଗ୍ରାମର ତଇଲି ବାଡ଼ି ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ପଇସା ସାକ୍ସନ ହୋଇଥିଲା ହେଲେ ତାହା କେନ୍ସଲ ହେଇଯାଇଛି,ଆଗାମୀ ଛଅ ମାସ ମଧ୍ୟରେ ପୁନଃ ପଇସା ସାକ୍ସନ ହୋଇ ପୋଲ କାର୍ଯ୍ୟ ଆରମ୍ଭ ନହୁଏ ତେବେ ମୁଁ ଆନ୍ଦୋଳନର ପନ୍ଥା ଆପଣେଇବାକୁ ବାଧ୍ୟ ହେବି ବୋଲି ଆଜି ଦିନ ୧୨ଟା ସମୟରେ କହିଛନ୍ତି।