ଜଳେଶ୍ବର: ଅମର୍ଦାରୋଡ଼ ପୋଲିସ ଫାଣ୍ଡିକୁ ଚ୍ୟାଲେଞ୍ଜ ଦେଇ ଲୁଟି ନେଲେ ଅମର୍ଦାରୋଡ଼ ସ୍ଥିତ ମହାଲକ୍ଷ୍ମୀ ଅଳଙ୍କାର ଦୋକାନ କୁ,ପୋଲିସର ତଦନ୍ତ ଜାରୀ
ଗହଣା ଦୋକାନର ସଟର କାଟି ଲୁଟ,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦାରୋଡ଼ ସ୍ଥିତ ମହାଲକ୍ଷ୍ମୀ ଅଳଙ୍କାର ଦୋକାନରୁ ଲୁଟ,ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ,୧୦୦ ମିଟର ଦୁରରେ ଥିବା ଅମର୍ଦ୍ଦାରୋଡ଼ ପୋଲିସ ଫାଣ୍ଡିକୁ ଚ୍ୟାଲେଞ୍ଜ ଦେଇ ଲୁଟ କଲେ ଦୁର୍ବୃତ୍ତ, ସୁଚନା ଅନୁଯାୟୀ ବସ୍ତା ଥାନା ଚାଷୀପଡା ଗ୍ରାମର ବିଷ୍ଣୁପଦ ରଣା ଅମର୍ଦ୍ଦାରୋଡ଼ ରେ ମହାଲକ୍ଷ୍ମୀ ଅଳଙ୍କାର ନାମ ରେ ଏକ ଗହଣ ଦୋକାନ କରିଥିଲେ, ଆଜି ତଦନ୍ତ